Posts

Showing posts with the label Srimad Bhagabat gita

Srimad Bhagabat Gita | ଶ୍ରୀମଦ ଭାଗବତ ଗୀତା | Mahabharat | Odisha Culture

Image
 * ଶ୍ରୀମଦ ଭାଗବତ ଗୀତା * Srimad Bhagabat Gita Srimad-bhagabat-gita ଓଁ- ଗୀତା କିଏ କାହାକୁ ଶୁଣାଇ ଥିଲେ ? ଉ- ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଶୁଣାଇ ଥିଲେ। ଓଁ- କେବେ ଶୁଣାଇ ଥିଲେ ? ଉ- ଆଜିକୁ ପ୍ରାୟ ୭ ହଜାର ବର୍ଷ ପୁର୍ବେ। ଓଁ- କେଉଁ ବାରରେ ଗୀତା ଶୁଣାଇ ଥିଲେ ? ଉ- ରବିବାର । ଓଁ- କେଉଁ ତିଥିରେ ? ଉ- ଏକାଦଶୀ । ଓଁ- କୋଉଠି ଶୁଣାଇଥିଲେ ? ଉ- କୁରୁକ୍ଷେତ୍ର ଯୁଦ୍ଧ କ୍ଷେତ୍ରରେ। ଓଁ- କେତେ ସମୟରେ ଶୁଣାଇ ଥିଲେ ? ଉ- ପାଖା ପାଖି ୪୫ ମିନିଟ। ଓଁ- କାହିଁକି ଶୁଣାଇ ଥିଲେ ? ଉ- କର୍ତ୍ତବ୍ୟରୁ ଓହରି ଯାଇଥିବା ଅର୍ଜୁନଙ୍କୁ କର୍ତ୍ତବ୍ୟ ଶିଖାଇବା ପାଇଁ ଓ ଭବିଷ୍ୟତରେ ମାନବ ସମାଜକୁ ଧର୍ମ ବିଷୟକ ଜ୍ଞାନ ଶିଖାଇବା ପାଇଁ। ଓଁ- ଗୀତାରେ କେତେ ଅଧ୍ୟାୟ ଅଛି ? ଉ- ୧୮ ଅଧ୍ୟାୟ ଅଛି। ଓଁ- କେତୋଟି ଶ୍ଳୋକ ଅଛି ? ଉ- ୭୦୦ ଶ୍ଳୋକ ଅଛି। ଓଁ- ଗୀତାରେ କେଉଁ କେଉଁ ବିଷୟରେ ଚର୍ଚ୍ଚା ହୋଇଛି ? ଉ- ଜ୍ଞାନ-ଭକ୍ତି-କର୍ମ ଯୋଗର ବିସ୍ତୃତ ବ୍ୟାଖ୍ୟା କରାଯାଇଛି। ଏହି ମାର୍ଗରେ ଚାଲିଲେ ଜଣେ ବ୍ୟକ୍ତି ପରମ ପଦର ଅଧିକାରୀ ହୋଇପାରିବ। ଓଁ- ଗୀତାକୁ ଅର୍ଜୁନଙ୍କ ଛଡା କିଏ କିଏ ଶୁଣିଥିଲେ ? ଉ- ଧ୍ରୁତରାଷ୍ଟ୍ର ଓ ସଞ୍ଜୟ। ଓଁ- ଅର୍ଜୁନଙ୍କ ଆଗରୁ ଗୀତାର ପାବନ ଜ୍ଞାନ କାହାକୁ ମିଳିଥିଲା ? ଉ- ଭଗବାନ ସୂର୍ଯ୍ୟ ଦେବତାଙ୍କୁ। ଓଁ- ଗୀତାର ଗଣନା କୋଉ ଧର୍ମ ଗ୍ରନ୍ଥରେ ମିଳେ ? ଉ- ହିନ୍ଦୁ ଧର୍ମ ଉପନିଷଦ ରେ। ଓଁ- ଗୀତା କେଉଁ ମହାଗ୍ରନ୍ଥର ...